ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍‌କୁ ଅନୁମୋଦନ

କେନ୍ୟୁଜ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍‌କୁ ଅନୁମୋଦନ । ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଜେଟକୁ ଅନୁମୋଦନ ମିଳିଛି । ଚଳିତବର୍ଷ ଶ୍ରୀମନ୍ଦିର ଆୟ ହ୍ରାସ ପାଇଛି। କରୋନା ପାଇଁ ଖର୍ଚ୍ଚ ବଢ଼ିଛି, ଆୟ ହ୍ରାସ ପାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ପରିଚାଳନା କମିଟି ବୈଠକରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସମ୍ପର୍କରେ ଆଲୋଚନା ହୋଇଛି। ମନ୍ଦିର ଖୋଲିବା ନେଇ ବୈଠକରେ ଆଲୋଚନା ହୋଇଛି ।

Leave A Reply

Your email address will not be published.