ଜେଲରୁ ବାହାରିବେ ନାଗ, ଏବେ ମିଳିଲା ଜାମିନ୍

ଅର୍ଚ୍ଚନା ନାଗଙ୍କୁ ଜାମିନ୍ । ଇଡି ମାମଲାରେ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ ।

ଅର୍ଚ୍ଚନା ନାଗଙ୍କୁ ଜାମିନ୍ । ଇଡି ମାମଲାରେ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ଜାମିନ୍ ପ୍ରଦାନ କଲେ ହାଇକୋର୍ଟ । ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଜାମିନ୍ ମିଳିଥିଲା । ଏବେ ସେ ଜେଲରୁ ମୁକୁଳିବେ ବୋଲି କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଜୟ ଦୀପ ପାଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.