ହନିଟ୍ରାପ୍‌ ମାମଲା : ନିଲାମ ହୋଇପାରେ ଅର୍ଚ୍ଚନା ନାଗଙ୍କ ୨ ଗାଡ଼ି, କୋର୍ଟରେ ଆବେଦନ କଲା ED

ଅର୍ଚ୍ଚନା ନାଗ ମାମଲା । ED କୋର୍ଟରେ ହାଜର ହେଲେ ଅର୍ଚ୍ଚନା, ଜଗବନ୍ଧୁ। ଆଜି ତାଙ୍କ ହାଜର ତାରିଖ ଥିଲା । ସେପଟେ ନିଲାମ ହୋଇପାରେ ଅର୍ଚ୍ଚନା ନାଗଙ୍କ ୨ ଗାଡ଼ି ଅର୍ଚ୍ଚନାଙ୍କ ଦୁଇଟି କାର, ମହେନ୍ଦ୍ରା ଥର ଓ ଫୋର୍ଡ ଏଣ୍ଡେଭର କାର ନିଲାମ ପାଇଁ କୋର୍ଟରେ ଆବେଦନ କଲା ED ।

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗ ମାମଲା । ED କୋର୍ଟରେ ହାଜର ହେଲେ ଅର୍ଚ୍ଚନା, ଜଗବନ୍ଧୁ। ଆଜି ତାଙ୍କ ହାଜର ତାରିଖ ଥିଲା । ସେପଟେ ନିଲାମ ହୋଇପାରେ ଅର୍ଚ୍ଚନା ନାଗଙ୍କ ୨ ଗାଡ଼ି ଅର୍ଚ୍ଚନାଙ୍କ ଦୁଇଟି କାର, ମହେନ୍ଦ୍ରା ଥର ଓ ଫୋର୍ଡ ଏଣ୍ଡେଭର କାର ନିଲାମ ପାଇଁ କୋର୍ଟରେ ଆବେଦନ କଲା ED ।

ମନି ଲଣ୍ଡରିଂ ନେଇ ଚଢ଼ାଉ ବେଳେ ୨ ଗାଡ଼ି ଜବତ କରିଥିଲା ଇଡି । ଅର୍ଚ୍ଚନାଙ୍କ ଓକିଲଙ୍କ ପକ୍ଷରୁ ଏହାକୁ ଅବଜେକସନ କରିଥିବା ସୂଚନା ମିଳିଛି । ୨ଟି ଗାଡ଼ିର ଖର୍ଦ୍ଦି ମୂଲ୍ୟ ୫୬ ଲକ୍ଷ ଟଙ୍କା ଦର୍ଶା ଯାଇଥିବା ସୂଚନା ରହିଛି। ନିଲାମ ପାଇଁ ଶୁଣାଣି ଶେଷ ହୋଇଛି । ଏହି ମାମଲାକୁ ନେଇ କୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.