Below header

ବଢ଼ିଲା ଗ୍ରୀଷ୍ମ ଛୁଟି, ୨୧ ତାରିଖରେ ଖୋଲିବ ସ୍କୁଲ

ବଢ଼ିଲା ଗ୍ରୀଷ୍ମ ଛୁଟି । ଆଉ ଦୁଇ ଦିନ ସ୍କୁଲ ଛୁଟି ଅବଧି ବଢ଼ାଇଛନ୍ତି ସରକାର । ୧୯ ନୁହେଁ, ୨୧ ତାରିଖରେ ଖୋଲିବ ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି ।

ବଢ଼ିଲା ଗ୍ରୀଷ୍ମ ଛୁଟି । ଆଉ ଦୁଇ ଦିନ ସ୍କୁଲ ଛୁଟି ଅବଧି ବଢ଼ାଇଛନ୍ତି ସରକାର । ୧୯ ନୁହେଁ, ୨୧ ତାରିଖରେ ଖୋଲିବ ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଆସନ୍ତା ୧୯ ତାରିଖ ସ୍କୁଲ ଖୋଲିବାର ଥିଲା ।  ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମ ଅବକାଶ ବଢ଼ାଇଛନ୍ତି ।  ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.