Browsing Tag

school opens

ବଢ଼ିଲା ଗ୍ରୀଷ୍ମ ଛୁଟି, ୨୧ ତାରିଖରେ ଖୋଲିବ ସ୍କୁଲ

ବଢ଼ିଲା ଗ୍ରୀଷ୍ମ ଛୁଟି । ଆଉ ଦୁଇ ଦିନ ସ୍କୁଲ ଛୁଟି ଅବଧି ବଢ଼ାଇଛନ୍ତି ସରକାର । ୧୯ ନୁହେଁ, ୨୧ ତାରିଖରେ ଖୋଲିବ ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଆସନ୍ତା ୧୯ ତାରିଖ ସ୍କୁଲ ଖୋଲିବାର ଥିଲା ।  ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି…

ପିଲାଙ୍କୁ ଭ୍ୟାକ୍ସିନ ଦିଆ ସରିଲେ ହିଁ ଖୋଲିବ ସ୍କୁଲ, ସେପ୍ଟେମ୍ବରରେ ଆରମ୍ଭ ହେବ ଟିକାକରଣ: ଏମ୍ସ ନିର୍ଦ୍ଦେଶକ

କରୋନା ଟିକା ନେବା ପରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ। ସମସ୍ତ ପିଲା ଟିକା ନେଇ ସାରିବା ପରେ ସ୍କୁଲ ଖୋଲି ହେବ। ଏଭଳି କହିଛନ୍ତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ଦିଲ୍ଲୀ(Aiims)ର ପ୍ରମୁଖ ଡାକ୍ତର ରଣଦୀପ ଗୁଲେରିୟା। ସେ କହିଛନ୍ତି, ୨ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଉପରେ…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଆସନ୍ତା ୮ରେ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର (କେନ୍ୟୁଜ) : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ୮ ତାରିଖରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ। ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କୋଭିଡ୍‌ କଟକଣା ଭିତରେ ପାଠପଢ଼ା ହେବ। ସୋମବାରଠାରୁ ଶନିବାର ଯାଏ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ ପାଠ ପଢ଼ିବେ ଛାତ୍ରଛାତ୍ରୀ।…

କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ୧୯ରୁ ଖୋଲିବ ୯ମରୁ ଦ୍ୱାଦଶ ଯାଏଁ ସ୍କୁଲ

ଅକ୍ଟୋବର ୧୯ରୁ ଖୋଲିବ ସ୍କୁଲ। ସବୁ ଶ୍ରେଣୀ ପାଇଁ ନୁହେଁ କେବଳ ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି ଯୋଗୀ ସରକାର। କୋଭିଡ୍‌ ଯୋଗୁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ଉତ୍ତର ପ୍ରଦେଶର ମାଧ୍ୟମିକ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି। ପିଲାଙ୍କ ପଢ଼ାକୁ…