ଆଶୀର୍ବାଦଙ୍କ ଆଶୀର୍ବାଦରୁ ବାଜି ମାରିଲେ ପୁଅ ସଞ୍ଜୟ, ସମ୍ପାଦକ ଭାବେ ଜିତିଲେ ନିର୍ବାଚନ, ପୂରା ପୋଛିନେଲା ଆଶୀର୍ବାଦଙ୍କ ଟିମ୍

କଟକ(କେନ୍ୟୁଜ୍): ଓସିଏ ନିର୍ବାଚନରେ ବାଜି ମାରିନେଲେ ସଞ୍ଜୟ ବେହେରା। ସମ୍ପାଦକ ଭାବେ ସଞ୍ଜୟ ବେହେରା ବିଜୟୀ। ୪୫ଟି ଭୋଟ୍‌ ପାଇଛନ୍ତି ସଞ୍ଜୟ ବେହେରା । ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ । କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ବିଜୟୀ ହୋଇଥିବା ବେଳେ, ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାନ ବିଜୟୀ ହୋଇଛନ୍ତି। ଉପସଭାପତି ଭାବେ ଅକ୍ଷୟ କୁମାର ସାମନ୍ତ ବିଜୟୀ ହୋଇଛନ୍ତି। ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ବିଜୟୀ ହୋଇଛନ୍ତି। ୩୮ଟି ଭୋଟ୍‌ ପାଇଛନ୍ତି ପଙ୍କଜ ମହାନ୍ତି ।sanjay behera oca

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.