Browsing Tag

oca election

OCA ସଭାପତି ରେସ୍‌ରେ ପ୍ରଣବ ପ୍ରକାଶ ଦାସ: ୨୮ ତାରିଖରେ ହେବ ନିର୍ବାଚନ

କଟକ(କେନ୍ୟୁଜ୍): ଓଡିଶା କ୍ରିକେଟ ଆସୋସିଏସନ ବା OCA ସଭାପତି ରେସ୍‌ରେ ପ୍ରଣବ ପ୍ରକାଶ ଦାସ । OCA ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ । ସଭାପତି ପ୍ରାର୍ଥୀ ହେବେ ପ୍ରଣବ ପ୍ରକାଶ ଦାସ । ଉପ ସଭାପତି ପ୍ରାର୍ଥୀ ହେବେ ପଙ୍କଜ ଲୋଚନ ମହାନ୍ତି। ସମ୍ପାଦକ ପ୍ରାର୍ଥୀ ହେବେ ସଞ୍ଜୟ ବେହେରା।…

ଆଶୀର୍ବାଦଙ୍କ ଆଶୀର୍ବାଦରୁ ବାଜି ମାରିଲେ ପୁଅ ସଞ୍ଜୟ, ସମ୍ପାଦକ ଭାବେ ଜିତିଲେ ନିର୍ବାଚନ, ପୂରା ପୋଛିନେଲା…

କଟକ(କେନ୍ୟୁଜ୍): ଓସିଏ ନିର୍ବାଚନରେ ବାଜି ମାରିନେଲେ ସଞ୍ଜୟ ବେହେରା। ସମ୍ପାଦକ ଭାବେ ସଞ୍ଜୟ ବେହେରା ବିଜୟୀ। ୪୫ଟି ଭୋଟ୍‌ ପାଇଛନ୍ତି ସଞ୍ଜୟ ବେହେରା । ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ । କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ବିଜୟୀ ହୋଇଥିବା ବେଳେ, ଯୁଗ୍ମ ସମ୍ପାଦକ…

ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ବା ଓସିଏ ନିର୍ବାଚନ ପାଇଁ ସରିଛି ମତଦାନ, ଆସିଛି ଦୁଇଟି ଫଳାଫଳ

କଟକ(କେନ୍ୟୁଜ୍):  ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ବା ଓସିଏ ନିର୍ବାଚନ ପାଇଁ ସରିଛି ମତଦାନ । ଜାରି ରହିଛି ଭୋଟ୍‌ ଗଣତି । ଆସିଛି ଦୁଇଟି ଫଳାଫଳ । ଆଶୀର୍ବାଦଙ୍କ ଗୋଷ୍ଠୀର କୋଷାଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ବିଜୟୀ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଓ ଯୁଗ୍ମ ସମ୍ପାଦକ ଭାବେ…

ଓସିଏ ନିର୍ବାଚନ ପାଇଁ ଚାଲିଛି ମତଦାନ, ଚିକିତ୍ସାଧୀନ ଅବସ୍ଥାରେ ଏସସିବି ରୁ ଭୋଟ ଦେଇଛନ୍ତି ଆଶୀର୍ବାଦ ବେହେରା

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ବା ଓସିଏ ନିର୍ବାଚନ ପାଇଁ ଚାଲିଛି ମତଦାନ । ଭୋଟଗ୍ରହଣ ଦିନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ସଂଧ୍ୟା ୬ଟା ସୁଦ୍ଧା ଭୋଟ୍‌ ଗଣତି ସରିବା ଅନୁମାନ କରାଯାଉଛି। ତେବେ କୌଣସି ପଦବୀରେ ଭୋଟ ସଂଖ୍ୟା ସମାନ ରହିଲେ ଲଟେରୀ କରାଯାଇ…

ଆସନ୍ତାକାଲି ଓସିଏ ନିର୍ବାଚନ, ହସ୍ପିଟାଲରୁ ଭୋଟ ଦେବେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

କେନ୍ୟୁଜ୍: ଆସନ୍ତାକାଲି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଓସିଏ କନଫରେନ୍ସ ହଲରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଚାଲିବ। ଏନେଇ ଗାଇଡଲାଇନ୍‌ ଜାରି କରିଛନ୍ତି ଓସିଏ ନିର୍ବାଚନ ଅଧିକାରୀ ଏମ୍‌.…

ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ, ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

କଟକ(କେନ୍ୟୁଜ୍): ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ। ଏଥିପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୬ଟି ପଦ ପାଇଁ ହେଉଥିବା ନିର୍ବାଚନରେ ୧୧ ଜଣଙ୍କର ପ୍ରାର୍ଥିପତ୍ର କାଏମ ରହିଛି। ୫ଟି ପଦ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ…

ଓସିଏ ନିର୍ବାଚନ ୨୭ରେ : ଜାଣନ୍ତୁ, ଜିତିଲେ କେଉଁ ସଦସ୍ୟଙ୍କର କେତେଦିନ ରହିବ କାର୍ଯ୍ୟକାଳ

କଟକ (କେ ନ୍ୟୁଜ୍‌) : ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ। ଏଥିପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୬ଟି ପଦ ପାଇଁ ହେଉଥିବା ନିର୍ବାଚନ ପାଇଁ ୧୧ ଜଣଙ୍କର ପ୍ରାର୍ଥିପତ୍ର କାଏମ ରହିଛି। ୫ଟି ପଦ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ…

ଆସନ୍ତା ୨୭ରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ, ଆରମ୍ଭ ହୋଇଛି ନାମାଙ୍କ ଦାଖଲ ପ୍ରକ୍ରିୟା

କଟକ : ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଛି ନାମାଙ୍କ ଦାଖଲ ପ୍ରକ୍ରିୟା। ୫ଟା ଯାଏ ନାମାଙ୍କନ ଦାଖଲ ଚାଲିବ । ରାଜ୍ୟ କ୍ରିକେଟ ଜଗତର ଏହି ହାଇପ୍ରୋଫାଇଲ୍‌ ଭୋଟିଂକୁ ନେଇ ଏବେ ଚର୍ଚ୍ଚା । କେଉଁ ପଦ ପାଇଁ କିଏ ପ୍ରାର୍ଥୀ ହେବେ, ତାଉପରେ…

୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ, ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ

କଟକ: ୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ। ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ। ରାଜ୍ୟ କ୍ରିକେଟ ଜଗତର ଏହି ହାଇପ୍ରୋଫାଇଲ୍‌ ଭୋଟିଂକୁ ନେଇ ଏବେ ଚର୍ଚ୍ଚା। କେଉଁ ପଦ ପାଇଁ କିଏ ପ୍ରାର୍ଥୀ ହେବେ, ତାଉପରେ ସମସ୍ତଙ୍କ ନଜର ରହିଛି। ବେଶୀ ଚର୍ଚ୍ଚା ଓସିଏ ସମ୍ପାଦକ ପଦକୁ…

ଆରମ୍ଭ ହେଇଛି ଓସିଏର ନିର୍ବାଚନ ପ୍ରକ୍ରିୟା, ଅକ୍ଟୋବର ୨୦ ତାରିଖ ପୂର୍ବରୁ ଶେଷ କରିବାକୁ ନିର୍ବାଚନ ଅଧିକାରୀଙ୍କ…

ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏର ନିର୍ବାଚନ ପ୍ରକ୍ରିୟା । ଅକ୍ଟୋବର ୨୦ ତାରିଖ ପୂର୍ବରୁ ନିର୍ବାଚନ ଶେଷ କରିବାକୁ ସମସ୍ତ ଜିଲ୍ଲା କ୍ରିକେଟ ଆସୋସିଏସନ ଓ ସବୁ ସଦସ୍ୟଙ୍କୁ ନିର୍ବାଚନ ଅଧିକାରୀ ନୋଟିସ କରିଛନ୍ତି । ନିର୍ବାଚନରେ ୭୩ ଜଣ ସଦସ୍ୟ ଭାଗ…

ସେପଟେମ୍ବର ୧୪ରେ ହେବ ଓଡିଶା କ୍ରିକେଟ ଆସୋସିଏନର ନିର୍ବାଚନ, ବାରବାଟିରେ ପ୍ରାକ୍‌ ପ୍ରସ୍ତୁତି କରୁଛନ୍ତି ବିସିସିଆଇ…

ସେପଟେମ୍ବର ୧୪ରେ ହେବ ଓଡିଶା କ୍ରିକେଟ ଆସୋସିଏନର ନିର୍ବାଚନ । ନିର୍ବାଚନ ଅଧିକାରୀ ଭାବେ ବିସିସିଆଇ ନିଯୁକ୍ତ ଅବସରପ୍ରାପ୍ତ ପ୍ରଶାସକ ମଖନଲାଲ ମଜୁମଦାର ବାରବାଟୀ ଆସି ନିର୍ବାଚନର ପ୍ରାକ୍‌ ପ୍ରସ୍ତୁତି କରୁଛନ୍ତି । ନିର୍ବାଚନରୁ କିଛି ନୂତନ ସଦସ୍ୟ ବାଦ୍‌ ପଡ଼ିବା ନେଇ କିଛି ଗଣମାଧ୍ୟମରେ…