ବଲାଙ୍ଗିରରେ ଜେଇଙ୍କ ପିସି ନେବା ଭିଡିଓ ଭାଇରାଲ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳଙ୍କ ଚିଠି

ବଲାଙ୍ଗିର ବ୍ଲକ କାର୍ଯ୍ୟାଳୟରେ ଦୁଇଜଣ ଜେଇଙ୍କ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଲେ ଜିଲ୍ଲାପାଳ। ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ ଓ ପୁଇଁତଳା ବ୍ଲକ ଜେଇ ସତ୍ୟନାରାୟଣ ତ୍ରିପାଠୀଙ୍କ ପିସି ନେବାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଅ