ଭିଜିଲାନ୍ସ ଜାଲରେ ବାଲିଗୁଡା ଫରେଷ୍ଟର, ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ

ବାଲିଗୁଡା: ଭିଜିଲାନ୍ସ ଜାଲରେ ବାଲିଗୁଡା ଫରେଷ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୈଳାଶ ଚନ୍ଦ୍ର ସାହୁଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରାଯାଇଛି । ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଚଢାଉ ବେଳେ ଫରେଷ୍ଟର କୈଳାଶ ସାହୁଙ୍କୁ ପଚରାଉଚରା କରାଯିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

Leave A Reply

Your email address will not be published.