କନ୍ଧମାଳ: ୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ

ବାଲିଗୁଡା(କେ ନ୍ୟୁଜ): ବାଲିଗୁଡା ପୋଲିସର ଅପରେସନ ଗଞ୍ଜେଇ ନଷ୍ଟ ଅଭିଯାନ ଆରମ୍ଭ । ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୯୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଯେବେକି ସଲାଗୁଡା ଓ ନାରଗାଁ ଜଙ୍ଗଲରେ

୯୫ ଏକରରୁ ଅଧିକ ଗଞ୍ଜେଇ ଚାଷ କରାଯାଇଥିଲା । ଅନ୍ୟପକ୍ଷରେ ଆଜି କୋରାପୁଟ ଜିଲ୍ଲାରୁ ୮୦ ଲକ୍ଷ ଟଙ୍କାର ୮ କୁଇଣ୍ଟାଲ ଗଂଜେଇ ଜବତ ହୋଇଥିବା ନେଇ ଏକ ଖବର ପ୍ରକାଶ ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.