ବାଲିଗୁଡା : କାନ୍ଥ ଖୋଳି ଗ୍ରାହକ ସେବା କେନ୍ଦ୍ରରୁ ଲୁଟ
ବାଲିଗୁଡା : କାନ୍ଥ ଖୋଳି ଗ୍ରାହକ ସେବା କେନ୍ଦ୍ରରୁ ଲୁଟ l ବାଲିଗୁଡା ଥାନା ମହାଶିଙ୍ଘ ରେ ବିଳମ୍ବିତ ରାତିରେ ଦୁବୁର୍ତ୍ତ ଗ୍ରାହକ ସେବା କେନ୍ଦ୍ରର ପଛ ପଟ କାନ୍ଥ କୁ ଖୋଳି ଚୋରି କରିଥିବା ଅଭିଯୋଗ l କାନ୍ଥ ଖୋଳି ନଗଦ ଟଙ୍କା ଓ ଆସବାବ ପତ୍ର ଚୋରି କରିନେଇଥିବା ନେଇ ବାଲିଗୁଡା ଥାନା ରେ ଅଭିଯୋଗ l ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି l