Below header

ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ, ୨୯ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କଲେ କଲା ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ । ସମ୍ବଲପୁରର ୨୯ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ । ୧୮ ମାସ ପାଇଁ ସେମାନଙ୍କର ଲାଇସେନ୍ସ ସସପେଣ୍ଡ କଲା ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ । ଏନେଇ ପ୍ରେସ ଇସ୍ତାହାରରେ ସୂଚନା ଦେଇଛି ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ । ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ସମସ୍ତ ଓକିଲଙ୍କ ପ୍ରାକ୍ଟିସ ଲାଇସେନ୍ସ ସସପେଣ୍ଡ। ସସପେଣ୍ଡ କଲେ ବାର କାଉନସିଲ ଅଫ ଇଣ୍ଡିଆ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.