Below header

ବରଗଡ଼ ମେଡିକାଲ ସଟଡାଉନ, ସମସ୍ତ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ

ବରଗଡ଼ (କେନ୍ୟୁଜ): ୫ଦିନ ସଟଡାଉନ ହେଲା ବରଗଡ଼ ମୁଖ୍ୟ ଚିକିତ୍ସାଳୟ। ଡାକ୍ତରଖାନାର ଜଣେ କର୍ମଚାରୀ କରୋନା ଚିହ୍ନଟ ସଂକ୍ରମିତ ହେବା ନେଇ ସୂଚନା ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଟଡାଉନ କରାଯିବା ନେଇ ସିଡିଏମଓ ବିଭୂତି ଭୂଷଣ ମେହେର ସୂଚନା ଦେଇଛନ୍ତି। ସମସ୍ତ ଡାକ୍ତରଙ୍କୁ ୭ଦିନ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିବା ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.