Below header

କର୍ତ୍ତବ୍ୟରେ ଅବହେଳା କରିଥିଲେ ବରଗଡ଼ ଯୋଗାଣ ଅଧିକାରୀ, ରାଜ୍ୟସରକାର ଦେଲେ ନିଲମ୍ବନ ପତ୍ର

ବରଗଡ(କେନ୍ୟୁଜ୍): ଆକ୍ସନ ମେଡରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ।  ଆଜି ପୁଣି ଜଣେ ଅଧିକାରୀଙ୍କୁ  କର୍ତ୍ତବ୍ୟରେ ଅବହେଳା ନେଇ କଳେ ନିଲମ୍ବିତ।  ଯାହାକୁ ନେଇ ସାରାରାଜ୍ୟରେ ପୁଣି ଚର୍ଚ୍ଚା ଧରିଛି। ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ନାମ ହେଉଛି ଶ୍ରୀକର ମାଝୀ ଶ୍ରୀକର  ବରଗଡ  ଜିଲ୍ଲାର ଯୋଗାଣ  ଅଧିକାରୀ ଥିଲେ। କିଛି ଦିନ ହେବ ବରଗଡରେ ସରକାରୀ ଧାନ ବିକ୍ରୀ ନେଇ ଲାଗି ରହିଥିବା ସମସ୍ୟା ବେଳେ ଶ୍ରୀକର ତାଙ୍କ କର୍ତ୍ତବ୍ୟରେ ଅବହେଳା  କରିଥିଲେ। ଯେଉଁଥି ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି  ବୋଲି ଛିଠିରେ ଉଲ୍ଲେଖ ରହିଛି।

suspend latter

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.