Below header

ଭୁବନେଶ୍ୱର : ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ୱର ଖଣ୍ଡଗିରି ଥାନା ଘାଟିକିଆ ଅଞ୍ଚଳରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ମହିଳା ଜଣକ ଲକ୍ଷ୍ମୀପ୍ରିୟା ମଲ୍ଲିକ। ଗତକାଲି ସଂଧ୍ୟାରେ ଲକ୍ଷ୍ମିପ୍ରୀୟା ରହୁଥିବା ଘରେ ମୃତ୍ୟୁ ହୋଇଥିବା ପଡୋଶୀ ଘରଲୋକ ଝିଅର ପରିବାର ଲୋକଙ୍କୁ ଖବର ଦେଇଥିଲୋ ।

bbsr death

ତେବେ ପୋଲିସ ବିଳମ୍ବରେ ଘଟଣା ସ୍ଥଳକୁ ଆସିଥିବା କୁହାଯାଇଛି । ମୃତକଙ୍କ ପରିବାର ଲୋକେ ଝିଅକୁ ହତ୍ୟା ଅଭିଯୋଗ ଆଣିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । କିଭଳି ଓ କାହିଁକି ଏବଂ କେଉଁ ପରିସ୍ଥିତରେ ବିବାହିତ ମହିଳା ମୃତ୍ୟୁବରଣ କଲେ ସେନେଇ ପୋଲିସ ତଦନ୍ତ ପରେ ସଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.