ପାଣିରେ ପହଁରି ବନ୍ୟାଞ୍ଚଳ ବୁଲିଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ

ବେଗୁନିଆ(କେନ୍ୟୁଜ୍):  ପାଣିରେ ପଶି ବନ୍ୟାଞ୍ଚଳ ବୁଲିଲେ ବେଗୁନିଆ ବିଧାୟକ । ଖୋର୍ଦ୍ଧାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଅଟ୍ରି ଉଷ୍ଣ ପ୍ରସବଣରେ ବନ୍ୟା ପାଣି । ପାଣିରେ ବୁଡ଼ି ରହିଛି ସମ୍ପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ର । ଏହାସହ ଚାଷଜମିରେ ପାଣି ପଶି ଫସଲ ନଷ୍ଟ ହୋଇଛି । ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ବନ୍ୟାଞ୍ଚଳ ବୁଲିବା ସହ ପାଣିରେ ପହଁରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.