Below header

ବ୍ରହ୍ମପୁର: ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌, ନିଜେ ଲୁଟ କରି ପୋଲିସକୁ ଭୂଆଁ ବୁଲାଉଥିଲା ଡ୍ରାଇଭର

ବ୍ରହ୍ମପୁର(କେନ୍ୟୁଜ୍):  ବ୍ରହ୍ମପୁରରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ନିୟୋଜିତ ଗାଡ଼ିକୁ ଅପହରଣ ପରେ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ । ଗାଡି ଚାଳକଙ୍କ ହିଁ ମାଷ୍ଟରମାଇଣ୍ଡ । ଡ୍ରାଇଭରଙ୍କ ଘର ଫୁଲବାଣୀକୁ ଯାଇ ଟଙ୍କା ଜବତ କରିଛି ପୋଲିସ । ଲୁଟ୍‌ ଟଙ୍କାକୁ ପ୍ଳାଷ୍ଟିକ୍‌ ଡବାରେ ରଖି ମାଟିରେ ପୋତିଥିଲେ ଅଭିଯୁକ୍ତ ।

berhampur

ପୋଲିସ ମାଟି ଭିତରୁ ଡବାକୁ ବାହାର କରିଛି। ଗତ ୧୮ ତାରିଖରେ ଦ୍ୱିନ ଦ୍ୱିପ୍ରହରେ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଭ୍ୟାନ ଲୁଟ ହୋଇଥିଲା। ପରେ ଟଙ୍କା ଧରି ଛୁ ମାରିଥିଲେ ଦୁର୍ବୃତ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.