ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ପୋଲିସର କନେଷ୍ଟବଳ ସୁଦର୍ଶନ ପ୍ରଧାନ, ତିନୋଟି ସ୍ଥାନରେ ଚାଲିଛି ଚଢ଼ଉ

କେନ୍ୟୁଜ୍(ବ୍ୟୁରୋ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ବ୍ରହ୍ମପୁର ପୋଲିସ ଜିଲ୍ଲାର କନେଷ୍ଟବଳ ସୁଦର୍ଶନ ପ୍ରଧାନ। ତିନୋଟି ସ୍ଥାନରେ ଚାଲିଛି ଚଢ଼ଉ। ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ମିଳିଥିବା ସୂଚନା।

police

ବ୍ରହ୍ମପୁର ଲୋଛାପଡ଼ାରେ ତିନି ମହଲା ଘର, ନିମଖଣ୍ଡିରେ ଘର, ଭଞ୍ଜନଗର ଗମୁଣ୍ଡିରେ ପୈତୃକ ଘରେ ଚାଲିଛି ଚଢ଼ଉ। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୨ ଜଣ ଡ଼ିଏସପି ଓ ୫ ଜଣ ଇନିସ୍ପେକ୍ଟର ଏହି ଚଢ଼ଉରେ ସାମିଲ। ଭିଜିଲାନ୍ସ ମୁଖ୍ୟାଳୟ ସୂତ୍ରରୁ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.