Below header

ଭବାନୀପାଟଣା ସାପ୍ତାହିକ ହାଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ, ଜନସାଧାରଣଙ୍କ ସମାଗମ ରୋକିବାକୁ କଟକଣା

ଭବାନୀପାଟଣା : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭବାନୀପଟଣା ସାପ୍ତାହିକ ହାଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ମଙ୍ଗଳବାର ଓ ଶନିବାର ଜିଲ୍ଲା ସଦର ମହକୁମା ହାଟରେ ପ୍ରବଳ ଜନସମାଗମ ହୋଇଥାଏ ।

ଜନସାଧାରଣଙ୍କ ସମାଗମ ଏବଂ ଜିଲ୍ଲା ତଥା ରାଜ୍ୟ ବାହାରୁ ବ୍ୟବସାୟୀଙ୍କ ଆଗମନକୁ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଗତକାଲିଠୁ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇଛି । ଛତିଶଗଡ଼ ଓ କଳାହାଣ୍ଡି ସୀମାନ୍ତରେ ଚେକିଂକୁ କଡ଼ାକଡି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.