Below header

ଆଜିଠୁ ରାଜଧାନୀ ବାସିନ୍ଦାଙ୍କୁ ମିଳିବ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ,ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ ରାଜଧାନୀ ବାସିନ୍ଦାଙ୍କ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ । ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୯ ମାସ ପରେ ଦର୍ଶନ କରିବା ପାଇଁ ଆକୁଳ ହୋଇ ଚାହିଁ ରହିଥିଲେ ଭକ୍ତ ।

ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ବ୍ୟାରିକେଡ୍‌ କରାଯାଇଛି । ସ୍ୱତନ୍ତ୍ର ବ୍ୟାରିକେଡ୍‌ ସାଙ୍ଗକୁ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ୨୭ରୁ ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ଦର୍ଶନ କରିଥିଲେ । ୬ ତାରିଖ ପରଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.