Below header
Browsing Tag

lord lingaraj

ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ, ୧୦୮ ଜଳରେ ସ୍ନାନ ପରେ ହେବ ରାଜ ରାଜେଶ୍ବର ବେଶ

ଭୁବନେଶ୍ୱର (କେନ୍ୟୁଜ): ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ । ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଏକାମ୍ର ଅଧୀଶ୍ବର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ୧୦୮ ତୀର୍ଥ ଜଳରେ ସ୍ନାନ ଅଭିଷେକ ହେବ । ଭୋଗମଣ୍ଡପ ନୀତି ପରେ ୧୦୮ ବଡ଼ୁ ସେବାୟତ ତୀର୍ଥ ପୁଷ୍କରଣୀ ବିନ୍ଦୁସାଗରରୁ ପାଣି କଳସ…

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ, ଆଜିଠୁ ଦେବପୀଠକୁ ‘ପରିକ୍ରମା’ ନିମନ୍ତ୍ରଣ

ଆଜିଠୁ ଦେବପୀଠକୁ ‘ପରିକ୍ରମା’ ନିମନ୍ତ୍ରଣ। ଆସନ୍ତା ଜାନୁଆରୀ ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବ। ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଆଜିଠାରୁ ଦେଶର ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ପତ୍ର ଦିଆଯିବ । ପ୍ରଭୁ ଲିଙ୍ଗରାଜଙ୍କୁ ପ୍ରଦାନ କରାଯିବ ପ୍ରଥମ…

ଅଧାରେ ଝୁଲିକି ରହିଲା ନିଷ୍ପତ୍ତି: ଆଶଙ୍କାରେ ଲିଙ୍ଗରାଜ ମନ୍ଦିରରେ ଦେବ ବିବାହ ନୀତି

ଭୁବନେଶ୍ବର(କେନ୍ୟୁଜ୍): ସରିଲା ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗଙ୍କ ବୈଠକ। ସହଯୋଗ କଲେନି ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ। ଅଧାରେ ଝୁଲିକି ରହିଲା ନିଷ୍ପତ୍ତି। ଆଶଙ୍କାରେ ଦେବ ବିବାହ। ସେପଟେ ୨୦୧୫ ବିବାଦକୁ ପଛରେ ପକାଇ ମଲିଆ ଓ ଖୁଣ୍ଟିଆ ସେବାୟତ ବାବା କପିଳଦେବଙ୍କୁ ଲିଙ୍ଗରାଜ…

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଆଜି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଅପରାହ୍ନ ୩ଟା ୩୦ରୁ ରଥଟଣା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ ରଥଟଣା । ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଆଜି ଭୋର ୫ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଛି । ଅପରାହ୍ନ ୧୨ଟା ୩୦ରୁ…

ଆଜିଠୁ ରାଜଧାନୀ ବାସିନ୍ଦାଙ୍କୁ ମିଳିବ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ,ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ ରାଜଧାନୀ ବାସିନ୍ଦାଙ୍କ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ । ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୯ ମାସ ପରେ ଦର୍ଶନ କରିବା ପାଇଁ ଆକୁଳ ହୋଇ ଚାହିଁ ରହିଥିଲେ ଭକ୍ତ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମନ୍ଦିର…

ପବିତ୍ର ଭୌମ ଏକାଦଶୀ ଅବସରରେ ଭିମେଶ୍ୱର ପୀଠରେ ବିରାଜିତ ହେଲେ ମହାପ୍ରଭୁ ଲିଂଗରାଜ

କେନ୍ଯୁଜ୍: ପବିତ୍ର ଭୌମ ଏକାଦଶୀ ଅବସରରେ ମହାପ୍ରଭୁ ଲିଂଗରାଜ ମା ପାର୍ବତୀ,ମା ରୁକ୍ମିଣୀ ଓ ମହାପ୍ରଭୁ ବାସୁଦେବଙ୍କ ସହ ଏକ ଭବ୍ୟ ଶୋଭାଯାତ୍ରରେ ଆସି ପୁରୁଣା ଭୁବନେଶ୍ୱର ଭିମଟାଙ୍ଗୀ ସ୍ଥିତ ଭିମେଶ୍ୱର ପୀଠରେ ବିରାଜିତ ହୋଇଛନ୍ତି । ଏହି ପରମ୍ପରା ରାଜା ଭୌମକେଶରୀଙ୍କ ରାଜତ୍ୱ ସମୟରୁ ପାଳିତ…

ବିପଦରେ ପ୍ରଭୁ ଲିଙ୍ଗରାଜ ମନ୍ଦିର, ରକ୍ଷଣାବେକ୍ଷଣ ଅଭାବରୁ ଦଧିନଉତିରେ ଫାଟ

ଭୁବନେଶ୍ବର(କେନ୍ୟୁଜ୍):  ବିପଦରେ ପ୍ରଭୁ ଲିଙ୍ଗରାଜ ମନ୍ଦିର । ମୁଖ୍ୟ ମନ୍ଦିର ଦଧିନଉତିରେ ଫାଟ । ଏହାର ତୁରନ୍ତ ମରାମତି ଆବଶ୍ୟକ । ଲିଙ୍ଗରାଜ ମନ୍ଦିରରେ ରକ୍ଷଣାବେକ୍ଷଣରେ ଚରମ ଅବେହଳା ଓ ବ୍ୟତିକ୍ରମ ଦେଖାଯାଇଛି । ଏନେଇ ଦେବୋତ୍ତର କମିଶନର ଚିତ୍ତରଂଜନ ମହାପାତ୍ର ଏଏସଆଇ ଡିଜିଙ୍କୁ ଚିଠି…