ଭୁବନେଶ୍ୱର କୋର୍ଟ ୭ ଦିନ ପାଇଁ ସିଲ୍‌, ଆସନ୍ତା ୫ ତାରିଖ ଯାଏଁ ସିଲ୍‌ କଲା ବିଏମସି

କେନ୍ୟୁଜ : ଭୁବନେଶ୍ୱର କୋର୍ଟ ୭ ଦିନ ପାଇଁ ସିଲ୍‌। ଆଜିଠୁ ମେ’ ୫ ଯାଏଁ ଜୁଡିସିଆଲ କମ୍ପ୍ଲେକ୍ସକୁ ସିଲ୍‌ କଲା ବିଏମସି। ଏକାଧିକ ପଜିଟିଭ୍‌ ଚିହ୍ନଟ ହେବା ପରେ ୭ ଦିନ ପାଇଁ କୋର୍ଟକୁ ସିଲ୍‌ କରାଯାଇଛି। କୋର୍ଟ ପରିସରକୁ ସାନିଟାଇଜ୍‌ କରାଯାଇଛି । କମ୍ଲେକ୍ସ ପରିସର ଭିତରକୁ ଲୋକଙ୍କ ଯାଆସ ଉପରେ ରୋକ ଲଗାଯାଇଛି । ପଜିଟିଭ ବାହାରିଥିବା ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛି ବିଏମସି ।

Leave A Reply

Your email address will not be published.