Below header

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ନିକଟରେ ପତ୍ନୀ ହୋଇଥିଲେ କୋଭିଡ୍‌ ପଜିଟିଭ୍‌

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ଗେହଲଟଙ୍କ ପତ୍ନୀ ସୁନିତା ଗେହଲଟ୍‌ ସଂକ୍ରମିତ ହୋଇଥିଲେ। ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଉଭୟ ଆଇସୋଲେସନରେ ଥିବା ସୂଚନା ଦେଇଛନ୍ତି । ସେହିପରି ତାଙ୍କ ଠାରେ କୌଣସି କରୋନା ଲକ୍ଷଣ ନଥିବା ସୂଚନା ରହିଛି। କୋଭିଡ ପ୍ରୋଟୋକଲ ମାନି ଆଇସୋଲେସନର ରହିଥିବା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.