Below header

ଗୋପ ତଣ୍ଡାହାର ସମୁଦ୍ର କୂଳରେ ଲାଗିଲା ବିରାଟ ବାକ୍ସ, କୌଣସି ଜାହାଜରୁ ଖସି କୂଳରେ ଲାଗିଥିବା ସନ୍ଦେହ

ଗୋପ : ଗୋପ ତଣ୍ଡାହାର ସମୁଦ୍ର କୂଳରେ ଲାଗିଲା ବିରାଟ ବାକ୍ସ । ଏହି ବାକ୍ସଟି କୌଣସି ଜାହାଜରୁ ଖସି କୂଳରେ ଲାଗିଥିବା ସନ୍ଦେହ କରାଯାଉଛି । ଏହି ବାକ୍ସକୁ ଦେଖିବାକୁ ଲୋକଙ୍କ ଭିଡ ବଢିବାରେ ଲାଗିଛି । କୋଣାର୍କ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବାକ୍ସ ଭିତରେ କଣ ରହିଛି ତାହା ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.