Below header

ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି-ଏନଆଇଏ ଏସପି ଭାବେ ଖୁବ୍ ଶୀଘ୍ର ନିଯୁକ୍ତ ହେବେ ସତ୍ୟଜିତ୍ ନାଏକ

ଭୁବନେଶ୍ବର (କେନ୍ୟୁଜ୍) : କ୍ରାଇମବ୍ରାଞ୍ଚ ଏସଟିଏଫ୍ ଏସପି ସତ୍ୟଜିତ୍ ନାଏକଙ୍କୁ ଗୁରୁ ଦାୟିତ୍ୱ । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି-ଏନଆଇଏ ଏସପି ଭାବେ ଖୁବ୍ ଶୀଘ୍ର ନିଯୁକ୍ତି ହେବେ । ଏନେଇ ଆଜି ଏନଆଇଏ ପକ୍ଷରୁ କ୍ରାଇମବ୍ରାଞ୍ଚ ପାଖକୁ ଚିଠି ଆସିଛି । ସତ୍ୟଜିତ୍ ଏବେ ଏସଟିଏଫ୍ ଏସପି ଭାବେ କାଯ୍ୟର୍ ତୁଲାଉଛନ୍ତି । ଗ୍ୟାଙ୍ଗଷ୍ଟାର ଟିଟୋକୁ ଗିରଫ ଓ ରାଜ୍ୟରେ ବଜ୍ରକାପ୍ତା ଚୋରାଚାଲାଣ କାରବାରର ପର୍ଦ୍ଦାଫାସ କରି ଚର୍ଚ୍ଚାରେ ଅଛନ୍ତି ଏହି ଯୁବ ଆଇପିଏସ୍ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.