Below header

ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର୍

ବିଜେପୁର(କେନ୍ୟୁଜ୍): ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନ । ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର ହୋଇଛି । ଦୁର୍ଗା ପୂଜାରେ ବିଭିନ୍ନ ପୂଜା ମଣ୍ଡପକୁ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ଯାଇ ମା’ଙ୍କ ଆଶୀର୍ବାଦ ନେବା ସହ ପ୍ରଚାର କରିଛନ୍ତି । ଆସନ୍ତା ୧୦ ତାରିଖ ପରେ ଷ୍ଟାର ପ୍ରଚାରକମାନେ ପ୍ରଚାର କରିବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୭ ଓ ୧୮ ତାରିଖରେ ପ୍ରଚାର କରିବା ସହ ରାତ୍ରୀଯାପନ କରିବେ ବୋଲି ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.