Below header

ମୟୂରଭଞ୍ଜ ମଧୁବନ ମିନି ଷ୍ଟାଡିୟମ ସମ୍ମୁଖରେ ହୁତୁ ହୁତୁ ଜଳିଗଲା କଳା ପଲସର

ମୟୂରଭଞ୍ଜ(କେନ୍ଯୁଜ୍): ହୁତୁ ହୁତୁ ଜଳିଗଲା ବାଇକ୍‌। ମୟୂରଭଞ୍ଜ ଜିଲ୍ଲା ମଧୁବନ ମିନି ଷ୍ଟାଡିୟମ ସମ୍ମୁଖରେ ଏକ କଳା ପଲସର ବାଇକ୍‌ରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ବାଇକଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା।

ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ପାଖରେ ଥିବା ଦୋକାନ ଗୁଡ଼ିକ ଅଳ୍ପକେ ବର୍ତ୍ତିଯାଇଛି। ତେବେ ବାଇକ୍‌ରେ କିପରି ନିଆଁ ଲାଗିଲା ତାହା ଜଣାପଡିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.