ମୟୁରଭଞ୍ଜ: ଟ୍ରକ ଧକ୍କାରେ ୨୦ଫୁଟ ତଳକୁ ଖସିଲା ବାଇକ, ରକ୍ଷା ପାଇଗଲେ ମା ଓ ପୁଅ

ରାଇରଙ୍ଗପୁର (କେନ୍ୟୁଜ) :  ଟ୍ରକ ଧକ୍କାରେ ୨୦ଫୁଟ ତଳକୁ ଖସିଲା ବାଇକ ।  ଅଳ୍ପକେ ବର୍ତିଲେ ମା ପୁଅ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା ୪୯ନ ମ୍ବର ଜାତୀୟ ରାଜପଥରେ । ବିଶୋଇ ବାଙ୍କିଡ଼ିହି ଗ୍ରାମରୁ ମା ପୁଅ ବାଇକ ଯୋଗେ ଯଶିପୁରକୁ ଯାଉଥିବା ବେଳେ ଏକ ଟ୍ରକ ପଛ ପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା  ।

20 feet bike fell

ଧକ୍କାରେ ମା ପୁଅ ରାସ୍ତା କଡ଼ରେ ଛିଟିକି  ପଡ଼ିଥିବା ବେଳେ ବାଇକ ଟି ୨୦ଫୁଟ ତଳକୁ ଖସି ପଡ଼ିଥିଲା । ସମାଜସେବୀ ସଞ୍ଜୟ ପରିଡା ଆହତ ମା ପୁଅଙ୍କୁ ଉଦ୍ଧାର କରି ମଣଦା ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ଘଟଣାସ୍ଥଳରରୁ ଟ୍ରକଟି ଫେରାର ହୋଇଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.