ବନ ବିଭାଗର ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ
ରାଉରକେଲା ଚାନ୍ଦିପୋଷ ମୁସାବିରା ଜଙ୍ଗଲରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ହୋଇଯାଇଛି ମୃତ । ବାଇକ୍କୁ ସାମ୍ନା ପଟୁ ପିଟିଛି ସ୍କର୍ପିଓ ଗାଡି । ଦୃତ ଗତିରେ ଥିଲା ସ୍କର୍ପିଓ ଗାଡି ।

ସୁନ୍ଦରଗଡ(କେନ୍ୟୁଜ୍) : ରାଉରକେଲା ଚାନ୍ଦିପୋଷ ମୁସାବିରା ଜଙ୍ଗଲରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ହୋଇଯାଇଛି ମୃତ । ବାଇକ୍କୁ ସାମ୍ନା ପଟୁ ପିଟିଛି ସ୍କର୍ପିଓ ଗାଡି । ଦୃତ ଗତିରେ ଥିଲା ସ୍କର୍ପିଓ ଗାଡି । ଫଳରେ ଚାଳକ ଭାରସାମ୍ୟ ହରାଇ ପିଟିଥିଲାବାଇକ୍ ଆରୋହୀକୁ । ସ୍କର୍ପିଓରେ ରାଉରକେଲା ବନ ବିଭାଗ ACF ଶୈଳେନ୍ଦ୍ର ସିଂହ ଥିବା ଜଣାଯାଇଛି ।