Below header

୩୦ରୁ ଅଧିକ ଚୋରା ବାଇକ୍ ଜବତ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ, ୬ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରୁ ବାଇକ ଚୋର ରାକେଟ ଠାବ। ସେମାନଙ୍କଠାରୁ ୩୦ରୁ ଅଧିକ ବାଇକ ଜବତ କରାଯାଇଛି । ରାକେଟରେ ସମ୍ପୃକ୍ତ ୬ ବାଇକ ଚୋରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

bike

ତେବେ କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାର୍ଡ ସହାୟତାରେ ବାଇକ ଚୋରଙ୍କୁ ଗିରଫ କରାଯାଇଛି। ରାଜଧାନୀର ବିଭିନ୍ନ ଅଂଚଳରୁ ଏହି ଗ୍ଯାଙ୍ଗ ସଦସ୍ଯ ଚୋରି କରୁଥିଲେ। ଏମାନଙ୍କୁ ଧରିବାରେ ସଫଳ ହୋଇଛି ସ୍ପେଶାଲ ସ୍କ୍ବାର୍ଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.