ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ଶେଷ, ଚଳିତବର୍ଷ ଆସିଛନ୍ତି ୨୦ ପ୍ରଜାତିର ନୂଆ ପକ୍ଷୀ

ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ଶେଷ। ଚଳିତବର୍ଷ ହୀରାକୁଦକୁ ଆସିଛନ୍ତି ୧୧୩ ପ୍ରଜାତିର ୩ ଲକ୍ଷ ୪୨ହଜାର ପକ୍ଷୀ ଆସିଛନ୍ତି । ଜଳଭଣ୍ଡାରରେ ପକ୍ଷୀଗଣନା ଶେଷ ପରେ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ।

ସମ୍ବଲପୁର (କେନ୍ୟୁଜ): ହୀରାକୁଦରେ ୨୦ ପ୍ରଜାତିର ନୂଆ ପକ୍ଷୀ । ଚଳିତବର୍ଷ ହୀରାକୁଦକୁ ଆସିଛନ୍ତି ୧୧୩ ପ୍ରଜାତିର ୩ ଲକ୍ଷ ୪୨ହଜାର ପକ୍ଷୀ ଆସିଛନ୍ତି । ଜଳଭଣ୍ଡାରରେ ପକ୍ଷୀଗଣନା ଶେଷ ପରେ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ।

ସୂଚନା ଅନୁସାରେ ଗତବର୍ଷ ୧୦୮ ପ୍ରଜାତିର ୩ଲକ୍ଷ ୧୬ ହଜାର ପକ୍ଷୀ ଆସିଥିଲେ । ଗତବର୍ଷ ଅପେକ୍ଷା ୨ଚଳିତ ବର୍ଷ ୬ ହଜାର ପକ୍ଷୀ ବୃଦ୍ଧି ପାଇଛନ୍ତି।  ସେହିପରି ୨୦୨୨ରେ ୧୦୪ ପ୍ରଜାତିର ୨ଲକ୍ଷ ୮ ହଜାର ପକ୍ଷୀ ଆସିଥିଲେ ।  ତେବେ ଚଳିତ ବର୍ଷ ବିଦେଶୀ ପକ୍ଷୀ ସଂଖ୍ଯା ବୃଦ୍ଧି ପାଇଛି ବୋଲି ଡ଼ିଏଫଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.