Below header

ବିଜେଡିର ନୂଆ ଷ୍ଟ୍ରାଟେଜି, ୫ ସଂସଦୀୟ କ୍ଷେତ୍ରରେ ସଂଯୋଜକ ନିଯୁକ୍ତ

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ୫ଟି ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ର ସଂଯୋଜକଙ୍କୁ ନିଯୁକ୍ତି ଦେଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ବିଜେଡିର ୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ । ବ୍ରହ୍ମପୁର ପାଇଁ ଚନ୍ଦ୍ରଶେଖର ସାହୁ, ଭଦ୍ରକ ପାଇଁ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡ଼ା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ୍ କୁମାର ଏବଂ ପୁରୀ ପାଇଁ ସୁବାଶିଷ ଖୁଣ୍ଟିଆଙ୍କୁ ଦଳ ସଂଯୋଜକ ଭାବେ ନୁଯୁକ୍ତି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.