Below header

ସବୁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ , ଆସନ୍ତୁ ଜାଣିବା କେଉଁ ଜିଲ୍ଲା ପାଇଁ କିଏ?

ଭୁବନେଶ୍ବର(କେନ୍ୟୁଜ୍): ସବୁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି ।

ଆସନ୍ତୁ ଜାଣିବା କେଉଁ ଜିଲ୍ଲା ପାଇଁ କିଏ ହେଲେ ପର୍ଯ୍ୟବେକ୍ଷକ ।

ନବରଙ୍ଗପୁର, ରାୟଗଡ଼ା- ସଞ୍ଜୟ କୁମାର ଦାସବର୍ମା

କୋରାପୁଟ, ମାଲକାନଗିରି – ଚନ୍ଦ୍ରସାରଥି ବେହେରା

କଳାହାଣ୍ଡି- ନବ କିଶୋର ଦାସ

ବରଗଡ଼- ପ୍ରଫୁଲ୍ଲ କୁମାର ମଲ୍ଲିକ

ବଲାଙ୍ଗିର- ସୁଶାନ୍ତ ସିଂ

ଗଞ୍ଜାମ- ମହେଶ୍ୱର ମହାନ୍ତି

ଗଜପତି-ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

କନ୍ଧମାଳ-ବିକ୍ରମ କେଶରୀ ଆରୁଖ

ଢେଙ୍କାନାଳ- ବିଜୟ ନାୟକ

ବୌଦ୍ଧ- କୃତିବାସ ପାତ୍ର

ଅନୁଗଳ- ନିରଞ୍ଜନ ପୂଜାରୀ

ସମ୍ବଲପୁର, ଦେବଗଡ଼-ନଳିନୀକାନ୍ତ ପ୍ରଧାନ

ସୁନ୍ଦରଗଡ଼-ପ୍ରୀତିରଞ୍ଜନ ଘଡାଇ

କେନ୍ଦୁଝର- କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର

ମୟୂରଭଞ୍ଜ-ପ୍ରଣବ ପ୍ରକାଶ ଦାସ

ବାଲେଶ୍ୱର-ପ୍ରତାପ ଜେନା

ଭଦ୍ରକ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ଦ୍ରାପଡ଼ା- ପ୍ରମିଳା ମଳ୍ଲିକ

ଜଗତସିଂହପୁର-ଦେବାଶିଷ ସାମନ୍ତରାୟ

ପୁରୀ- ପ୍ରଦୀପ କୁମାର ଅମାତ

ଖୋର୍ଦ୍ଧା- ପ୍ରସନ୍ନ ଆଚାର୍ଯ୍ୟ

ନୂଆପଡ଼ା-ସୌଭାଗ୍ୟ ନାୟକ

କଟକ- ଉଷା ଦେବୀ

ଯାଜପୁର-ଅଶୋକ ପଣ୍ଡା

ନୟାଗଡ଼- ଅମର ପ୍ରସାଦ ଶତପଥୀ

ଝାରସୁଗୁଡ଼ା- ପଦ୍ମନାଭ ବେହେରା

ସୁବର୍ଣ୍ଣପୁର- ହାଜି ମହମ୍ମଦ ଆୟୁବ୍‌ ଖାନ୍‌ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.