ବିଜେଡିର ଟାର୍ଗେଟ୍ ଦେଢ଼ କୋଟି ଭୋଟ୍, ମୋଟ ଭୋଟ୍ ରୁ ୫୫ ପ୍ରତିଶତ ହାତେଇବାକୁ ଲକ୍ଷ୍ୟ

ବିଜେଡିର ଟାର୍ଗେଟ୍, ଦେଢ଼ କୋଟି ଭୋଟ୍ । ମୋଟର ଭୋଟ୍ ରୁ ୫୫ ପ୍ରତିଶତ ହାତେଇବାକୁ ଲକ୍ଷ୍ୟ।

ବିଜେଡିର ଟାର୍ଗେଟ୍, ଦେଢ଼ କୋଟି ଭୋଟ୍ । ମୋଟର ଭୋଟ୍ ରୁ ୫୫ ପ୍ରତିଶତ ହାତେଇବାକୁ ଲକ୍ଷ୍ୟ। ଅର୍ଥାତ ପଞ୍ଚାୟତ ନିର୍ବାଚନ ତୁଳନାରେ ଅଧିକ ୫% ଭୋଟ୍ ପାଇବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏଥି ଲାଗି ବିଜେଡି ସୁପ୍ରିମୋଙ୍କ ହାତରେ ୫ଟି ବଡ଼ ଅସ୍ତ୍ର ରହିଛି। ମହିଳା, ଗ୍ରାମାଞ୍ଚଳ ଓ ଚାଷୀ, ସହାଞ୍ଚାଳ ଗରିବ, ଜନଜାତି ଓ ନୂଆ ଭୋଟରଙ୍କୁ ନେଇ ମାଷ୍ଟର ପ୍ଲାନ କରିଛି ବିଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.