ରାଜ୍ୟସଭା ସାଂସଦଙ୍କୁ BJDର ହ୍ଵିପ୍‌ ଜାରି, ୧୪ ତାରିଖରେ ଉପସ୍ଥିତ ରହିବାକୁ କରାଯାଇଛି ଅନୁରୋଧ

ଭୁବନେଶ୍ବର: BJDର ହ୍ଵିପ୍‌ ଜାରି । ରାଜ୍ୟସଭା ସାଂସଦଙ୍କୁ BJDର ହ୍ଵିପ୍‌ ଜାରି । ୩ ଲାଇନ୍‌ ହ୍ଵିପ୍‌ ଜାରି କରିଛି ବିଜେଡି । ୧୪ ତାରିଖରେ ଉପସ୍ଥିତ ରହିବାକୁ ହ୍ଵିପ୍‌ ଜାରି ହୋଇଛି । ୧୪ରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ।

ଏନେଇ ରାଜ୍ୟସଭାରେ ବିଜୁ ଜନତା ଦଳର ସମସ୍ତ ସଦସ୍ୟ ୧୪ ସେପ୍ଟେମ୍ବର ୨୦୨୦ରେ ଦିନସାରା ଗୃହରେ ସକରାତ୍ମକ ଭାବରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.