ପରୀ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି: ବିଧାନସଭା ଅଭିମୁଖେ ବିଜେପିର ରାଲି, ପୋଲିସ ସହ କର୍ମୀଙ୍କ ଧସ୍ତାଧସ୍ତି

ଭୁବନେଶ୍ବର: ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ । ବିଜେପି କାର୍ଯ୍ୟାଳୟରୁ ଏକ ରାଲି ବିଧାନସଭା ଅଭିମୁଖେ ଯାଇଥିଲା ।

ଲୋୟର PMGରେ ପୋଲିସ ଅଟକାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ସହ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ବହୁ କର୍ମୀକୁ ନିଜ ହେପାଜତକୁ ନେଇଥିଲା ପୋଲିସ । ପିପିଇ କିଟ୍‌ ପିନ୍ଧି ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.