ଭୁବନେଶ୍ବରରେ ମକର ପାଇଁ କଟକଣା ଲଗାଇଲା ବିଏମସି, ମକର ମେଳା ଓ ମୀନା ବଜାର ମନା

ଭୁବନେଶ୍ବର(କେନ୍ୟୁଜ୍):ମକର ଓ ପୋଙ୍ଗଲ ଲାଗି ବିଏମସି ତରଫରୁ ଲାଗିଲା କଟକଣା । ମକର ସଂକ୍ରାନ୍ତି ଓ ପୋଙ୍ଗଲ ଅବସରରେ ନଦୀ କୂଳ ଘାଟ ପୋଖରୀକୁ ଆସନ୍ତା ୧୬ ତାରିଖ ଯାଏ ନିଷେଧ କରାଯାଇଛି। ଏହା ସହିତ ମକର ମେଳା ଓ ମୀନା ବଜାର ଇତ୍ୟାଦିକୁ ମନା କରାଯାଇଛି ।

ସମସ୍ତ ଧାର୍ମିକ ସ୍ଥାନ ପୂଜାପାଠ ସ୍ଥାନଗୁଡିକ ମକର ସଂକ୍ରାନ୍ତି ମକର ପାଇଁ ପୂଜା ଦର୍ଶନ କରିବା ପାଇଁ ସର୍ବସାଧାରଣଙ୍କୁ ଅନୁମତି ନାହିଁ । ଧାର୍ମିକ ଅନୁଷ୍ଠାନଗୁଡିକରେ ରୀତିନୀତି ଅନୁସାରେ ସର୍ବନିମ୍ନ ପୁରୋହିତ ଓ ସେବାୟତମାନଙ୍କ ସହିତ ପୂଜା କରିପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.