ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର, ପ୍ରତିଷ୍ଠା ହେଲା ବୋଟ ଲାଇବ୍ରେରୀ

ରାଜନଗର(କେନ୍ୟୁଜ୍): ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ନୂଆ କରି ଏକ ଲାଇବ୍ରେରୀ କରାଯାଇଛି । ଏହି ଲାଇବ୍ରେରୀଟି ବୋଟରେ ହୋଇଥିବାରୁ ଏହାର ନାମ ବୋଟ ଲାଇବ୍ରେରୀ ରଖାଯାଇଛି । ଏହା ନଦୀରେ ନୁହେଁ ସ୍ଥଳଭାଗରେ ରଖାଯାଇଛି। ଭିତରକନିକା ବୁଲି ଆସୁଥିବା ପର୍ଯ୍ୟଟକ ଓ ଛାତ୍ରଛାତ୍ରୀ ଭିତରକନିକାର ବିଭବ ଉପଭୋଗ କରିବା ସହ ଲାଇବ୍ରେରୀ ନିକଟରେ କିଛି ସମୟ କାଟି ପାରିବେ । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ବୋଟକୁ ନୂଆ ରୂପ ଦିଆଯାଇ ଏହି ବୋଟ ଲାଇବ୍ରେରୀ ପ୍ରତିଷ୍ଠା କରିଛି ବନବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.