Below header

କଟକ ଯୋବ୍ରା ବ୍ୟାରେଜ ମହାନଦୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଟକ(କେନ୍ଯୁଜ୍): ମହାନଦୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । କଟକ ଯୋବ୍ରା ବ୍ୟାରେଜ ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ମହାନଦୀରେ ଭାସୁଥିବା ଦେଖିବା ପରେ ଅଗ୍ନିଶମ ବାହୀନୀ ଓ ପୋଲିସକୁ ଖବର ଦିଆଯାଇଥିଲା ।

ଖବର ପାଇ ଅଗ୍ନିଶମ ବାହୀନୀ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ମୃତଦେହଟି କାହାର ଓ ଏଠାକୁ କିପରି ଆସିଲା ସେନେଇ ଖୋଳତାଡ ଜାରି ରଖିଛି ପୋଲିସ୍‌ ।ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସର ପ୍ରାଥମିକ ତଦନ୍ତ ପରେ ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.