ମଞ୍ଚେଶ୍ୱର ଚକେଇଶିଆଣି ଗାଙ୍ଗୁଆ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମଞ୍ଚେଶ୍ୱର ଥାନା ଚକେଇଶିଆଣି ଗାଙ୍ଗୁଆ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଯୁବକଙ୍କ ପରିଚୟ ମିଳିନାହିଁ ।
ଅଗ୍ନିଶମବାହିନୀ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି । ନାଳ ଭିତରୁ ଏକ ସ୍କୁଟି ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ।