Below header

ନିମ୍ବ ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ, ପାରିପାର୍ଶ୍ଵିକ ସ୍ଥିତିରୁ ହତ୍ୟା ସନ୍ଦେହ

ବଲାଙ୍ଗିିର(କେନ୍ୟୁଜ୍): ବଲାଙ୍ଗିିର ତୁରେକେଲା ଥାନା ମହୁଲପାଟି ଗାଁ ପୋଖରୀ ନିମ୍ବ ଗଛରେ ବୃଦ୍ଧଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ ।

ତେବେ ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ବୃଦ୍ଧକୁ ହତ୍ୟା କରି ଗଛରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଥିବା ଜଣାପଡିିଛି । ସାଇଣ୍ଟିଫିକ ଟିମ ଓ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.