ଓଡ଼ିଶାରେ ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌, ଓଡ଼ିଶା କୁଇନ୍‌ ୨୦୧୯ କାର୍ଯ୍ୟକ୍ରମରେ ଜଜ୍‌ ଭାବେ ଦେବେ ଯୋଗ

ଭୁବନେଶ୍ବର(କେନ୍ୟୁଜ୍):   ଓଡ଼ିଶାରେ ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ । ଓଡ଼ିଶା କୁଇନ୍‌ ୨୦୧୯ କାର୍ଯ୍ୟକ୍ରମରେ ଜଜ୍‌ ଭାବେ ଯୋଗଦେବା ପାଇଁ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି । ଏହି ଅବସରରେ ଜରିନ୍‌ ଖାନ୍‌ କରିଛନ୍ତି, ଏହା ହେଉଛି ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ଓଡ଼ିଶା ଆସି ସେ ବେଶ୍‌ ଖୁସି ଅନୁଭବ କରୁଛନ୍ତି । ପୂର୍ବରୁ ଓଡ଼ିଶା ଆସିଥିଲେ ମଧ୍ୟ ଓଡ଼ିଶାର କୌଣସି ଖାଦ୍ୟ ଖାଇନଥିଲେ । ଏଥିର ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ଖାଇବା ସହ ବୁଲିବେ ବୋଲି କହିଛନ୍ତି ଜରିନ୍‌ ଖାନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.