Below header

ଜଳେଶ୍ୱର ଥାନା ଶାସନବାର୍ଡ ଗାଁରୁ ୪ଶହ ଗ୍ରାମ ବ୍ରାଉନସୁଗାର ଜବତ, ୩ ଜଣଙ୍କୁ ଗିରଫ କଲା ପୋଲିସ୍

ଜଳେଶ୍ୱର: ବାଲେଶ୍ୱର ଜଳେଶ୍ୱର ଥାନା ଶାସନବାର୍ଡ ଗାଁରୁ ବ୍ରାଉନସୁଗାର ଜବତ । ୪ଶହ ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୪ଟି ମୋବାଇଲ, ଗୋଟିଏ ସ୍କୁଟି ଓ ନଗଦ ୧୭ ହଜାର ଟଙ୍କା ଜବତ ହୋଇଛି । ଗିରଫମାନେ ହେଲେ ପଶ୍ଚିମବଙ୍ଗର ଏଗ୍ରା ଅଞ୍ଚଳର ରାମସ୍ବରୁପ ସିଂଙ୍କ ପୁଅ ଦିନ, ତପନ ମାଇତିଙ୍କ ପୁଅ ଅଭିକ ଓ ଜଳେଶ୍ଵର ଥାନା ସେକବାଡ ଗ୍ରାମର ସାଦ୍ଦିକ ଅହମ୍ମଦ । ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.