ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ଦୁଇ ମାଲବାହି ଟ୍ରେନ୍‌ ମୁହାଁମୁହିଁ ଧକ୍କା, ତିନି ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ଦୁଇ ମାଲବାହି ଟ୍ରେନ୍‌ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ଜଣେ ଲୋକ ପାଇଲଟ୍‌ ଓ ଜଣେ ଆସିଷ୍ଟାଣ୍ଡ ଲୋକ ପାଇଲଟ୍‌ କୋଇଲା ତଳେ ଦବି ହୋଇ ରହିଛନ୍ତି । NTPC ଟିମ୍‌ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.