ନୟାଗଡ଼: ରଣପୁର ସୁନାଖଳା ରୋଡରୁ ୨୬୦ ଗ୍ରାମ ଧଳା ଜହର ଜବତ, ଜଣେ ଅଟକ

ନୟାଗଡ଼ : ପୁଣି ଜବତ ହେଲା ବ୍ରାଉନ ସୁଗର। ନୟାଗଡ଼ ଜିଲ୍ଲା ରଣପୁର ଥାନାର ରଣପୁର ସୁନାଖଳା ରୋଡରୁ ୨୬୦ ଗ୍ରାମ ଧଳା ଜହର ଜବତ ହୋଇଛି। ନିଶା କାରବାର ନେଇ ସୂଚନା ମିଳିବା ପରେ ଏସଟିଏଫ ଚଢଉ କରି ବ୍ରାଉନ ସୁଗର ଜବତ କରିଛି।

ଏନେଇ ପ୍ରକାଶ ଚନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.