ସୋରରୁ ବ୍ରାଉନସୁଗର ବେପାରୀ ଗିରଫ, ଏନଏଚ୍‌ କଡ଼ରେ ଡିଲ୍‌ବେଳେ ମାଡି ବସିଥିଲା STF

ସୋର(କେନ୍ଯୁଜ୍): STF କବ୍‌ଜାରେ ବ୍ରାଉନସୁଗର ବେପାରୀ । ବାଲେଶ୍ୱର ଜିଲ୍ଲା ସୋରରୁ ବ୍ରାଉନସୁଗର ବେପାରୀ ଗିରଫ। ଏନଏଚ୍‌ କଡ଼ରେ ଡିଲ୍‌ବେଳେ ମାଡି ବସିଥିଲା STF । ୧ କେଜି ୧୦୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। କଲିମ୍‌ ନାମକ ବ୍ୟବସାୟୀକୁ ଗିରଫ କଲା ଏସ୍‌ଟିଏଫ୍‌।

ଗତ ଏକ ବର୍ଷ ଭିତରେ ଏସ୍‌ଟିଏଫ୍‌ ୪୮ କେଜି ବ୍ରାଉନସୁଗର ସହ ୮୯ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ମୋଟ ୧୨୨ ଜଣଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.