Below header

ହୋଟେଲରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କାର ଧଳା ଜହର, ଗିରଫ ହେଲେ ମାଲିକ ଓ କର୍ମଚାରୀ

ଆଠଗଡ଼(କେ ନ୍ୟୁଜ): ହୋଟେଲରୁ ମିଳିଲା ଧଳା ଜହର। ପୁରୁଣା କଟକ- ସମ୍ବଲପୁର ରାସ୍ତା ଆଁକୁଲାରେ ଥିବା ପାରିଜତ ହୋଟେଲରୁ ୧୭୫ ବ୍ରାଉନ ସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ STF ଟିମ । ଘଟଣାରେ ହୋଟେଲ ମାଲିକ ପ୍ରଶାନ୍ତ ସାହୁ ଓ ଜଣେ କର୍ମଚାରୀଙ୍କୁ ଗିରଫ କରିଛିି ଆଠଗଡ଼ ପୋଲିସ।

ଜବତ ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ଦୀର୍ଘ ଦିନ ହେବ ଆଠଗଡ଼ ଅଞ୍ଚଳରେ ବ୍ରାଉନସୁଗାର କାରବାର ଖୁଲାମଖୁଲା ଚାଲିଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.