ରାଜଧାନୀ ସହିଦନଗର ଅଞ୍ଚଳରୁ ୨୫ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୪ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରୁ ପୁଣି ଧଳାଜହର ଜବତ। ସହିଦନଗର ଅଞ୍ଚଳରୁ ୨୫ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା କମିଶନରେଟ୍‌ ପୋଲିସର କ୍ୟୁଏଟି। ୪ ଦଲାଲଙ୍କଠାରୁ ୨୫୦ଗ୍ରାମ ବ୍ରାଉନସୁଗର ଜବତ।

ନଗଦ ୬୦ହଜାର ଟଙ୍କା ଓ ୨ଟି ବାଇକ୍‌ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.