ମଦ ବୋଝେଇ ପିକଅଫ ଭ୍ୟାନ ଜବତ: ଡ୍ରାଇଭର ଗିରଫ

ସୋର (କେନ୍ୟୁଜ): ଵେଆଇନ ମଦ ଵୋଝେଇ ପିକଅଫ ଭ୍ୟାନକୁ ଜଵତ କଲେ ଲୋକେ। ଵାଲେଶ୍ୱର ଜିଲ୍ଲା ଖଇରାଥାନାରୁ ପାରି ହୋଇ ଭଦ୍ରକ ରାସ୍ତା ଡୂଙ୍ଗୁରା ବଜାରରେ ଦେଇ ଯାଉଥିଲାବେଳେ ସେଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏହି ପିକଅଫ ଭ୍ୟାନକୁ ଅଟକ ରଖା ଯାଇଥିଲା।

ଏହା ପରେ ଖବର ପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏବଂ ଲୋକଙ୍କ ଦ୍ୱାରା ଅଟକ ରଖାଯାଇଥିବା ମଦ ଵୋଝେଇ ପିକଅଫଭ୍ୟାନ ଓ ଦେଶୀମଦ ସମେତ ଡ୍ରାଇଭରକୁ ଥାନାକୁ ଅଣାଯାଇଥିଲା । ଏହି ମଦ ବୋଝେଇ ଗାଡ଼ିଟି ଔପଦା ରୁ ଗରସଙ୍ଗ ଯାଉଥିବାର ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.