ବ୍ରାଉନସୁଗର ସହ ଗୋଟିଏ ବାଇକ ଜବତ, ଅଭିଯୁକ୍ତ ଗିରଫ

ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା | ଅନୁଗୋଳ ଥାନା କୁକୁଡାଙ୍ଗ ପାର୍କ ନିକଟରୁ ୬୦ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ବାଇକ ଜବତ କରିଛି ପୋଲିସ |

ଅନୁଗୋଳ : ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା | ଅନୁଗୋଳ ଥାନା କୁକୁଡାଙ୍ଗ ପାର୍କ ନିକଟରୁ ୬୦ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ବାଇକ ଜବତ କରିଛି ପୋଲିସ | ଏହି ମାମଲାରେ ଜଣକୁ ଗିରଫ କରିଛି ପୋଲିସ |

ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୬,୩୦,୦୦୦ ଟଙ୍କା ହେବ ବୋଲି ଜଣାପଡିଛି | ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ନାଏକ | ଅଂଚଳରେ ବ୍ରାଉନସୁଗର ବ୍ୟାପକ କାରବାର ନେଇ ଅବକାରୀ ବିଭାଗକୁ ଖବର ମିଳିବା ପରେ ଅବକାରୀ ବିଭାଗ ଏକ ଟିମ ଗଠନ କରି ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖୁଛି |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.